ବନ୍ଦ କରନ୍ତୁ

ଅର୍ଥବ୍ୟବସ୍ଥା

ଯାଜପୁର ଜିଲ୍ଲା ଲୁହା ଏବଂ କ୍ରୋମାଇଟ ଖଣିଜ ସମ୍ପଦରେ ଭରପୁର ଅଟେ । ଏହି ଜିଲ୍ଲାର ଶିଳ୍ପାଞ୍ଚଳ ଗୁଡିକ ସୁକିନ୍ଦା ଓ ଦାନଗଦି ତହସିଲ ଅଞ୍ଚଳରେ ଅନ୍ତର୍ଭୁକ୍ତ ଅଟେ ।
ଉକ୍ତ ଶିଳ୍ପାଞ୍ଚଳ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ଏବଂ ଜିଲ୍ଲାସଦର ମହକୁମାଠାରୁ ଯଥାକ୍ରମେ 100 କି.ମି. ଓ 40 କି.ମି.  ଦୂରରେ ଅବସ୍ଥିତ । ନିମ୍ନଲିଖିତ ଶିଳ୍ପାନୁଷ୍ଠାନ ଗୁଡିକ ଜିଲ୍ଲାର ଅର୍ଥନୀତି ଓ ରୋଜଗାର କ୍ଷମତାକୁ ବୃଦ୍ଧି କରିବାରେ ଲାଗିଛି ।

କ୍ରମିକ ନମ୍ବର ପ୍ରକଳ୍ପ ଗୁଡିକର ନାମ ସ୍ଥାନ ସାମ୍ପ୍ରତିକ ସ୍ଥିତି କ୍ଷମତା କ୍ରିୟାଶୀଳ ଅବସ୍ଥା
ନୀଳାଚଳ ଇସ୍ପାତ ନିଗମ ଲିମିଟେଡ କଳିଙ୍ଗନଗର ପିଗ ଆଇରନ ୪୯୨୦୦୦MT ଚାଲୁଅଛି
ଟାଟା ଷ୍ଟିଲ ଲିମିଟେଡ ଡୁବୁରି ଷ୍ଟିଲ ତଥ୍ୟ ନାହିଁ ଚାଲୁଅଛି
ଜିନ୍ଦଲ ଇଣ୍ଡଷ୍ଟ୍ରୀ କଳିଙ୍ଗନଗର ଷ୍ଟେନଲେସ ଷ୍ଟିଲ ୧୬୦୦୦୦୦MT ଚାଲୁଅଛି
ଭିସା ଷ୍ଟିଲ ଜଖପୁରା ମିଡ ଷ୍ଟିଲ ୩୨୦୦୦୦MT ଚାଲୁଅଛି
ରୋହିତ ଫେରୋ ଟେକ ଲିମିଟେଡ କଳିଙ୍ଗନଗର ଫେରୋ ଆଲୋଏଜ ୮୦୦୦୦MT ଚାଲୁଅଛି
କେ.ଜେ. ଇସ୍ପାତ ଲିମିଟେଡ କଳିଙ୍ଗନଗର ସ୍ପଞ୍ଜ ଆଇରନ ୩୦୦୦୦MT ଚାଲୁଅଛି
ଇଡକୋଲ ଫେରୋକ୍ରୋମ ଯାଜପୁର ରୋଡ ହାଇ କାର୍ବନ ୧୮୦୦୦MT ଚାଲୁଅଛି
ମଇଥାନ ଇସ୍ପାତ ଲିମିଟେଡ କଳିଙ୍ଗନଗର ସ୍ପଞ୍ଜ ଆଇରନ ୭୪୦୦୦୦MT ଚାଲୁଅଛି
ମେସ୍କୋ ଖୁରୁନ୍ଟି ପିଗ ଆଇରନ ୬୦୦୦୦୦MT ଚାଲୁଅଛି
୧୦ ଦୀନବନ୍ଧୁ ସ୍ଟୀଲ ଏବଂ ପାୱାର କଳିଙ୍ଗନଗର ଷ୍ଟିଲ ୨୫୦୦୦୦MT ଚାଲୁଅଛି