ବନ୍ଦ କରନ୍ତୁ

ତହସିଲ

ତହସିଲ ରାଜସ୍ୱ ପ୍ରଶାସନର ଏକ ମୁଖ୍ୟ ଅଙ୍ଗ ଅଟେ । ତହସିଲଦାର ତହସିଲର ସବୁ ପ୍ରଶାସନିକ ଦାଇତ୍ଵର ତଦାରଖ କରନ୍ତି । ରାଜସ୍ୱ ଆଦାୟ କରିବା,ସରକାରୀ ଜମିର ସୁରକ୍ଷା ରଖିବା ତହସିଲର ମୁଖ୍ୟ କାମ ଅଟେ । ଏହା ବ୍ୟତିତ ବନ୍ୟା,ମରୁଡି ଓ ଅନ୍ୟାନ୍ୟ ବିପର୍ଯୟ ସମୟରେ ଲୋକମାନଙ୍କୁ ରିଲିଫ ସାମଗ୍ରୀ ଯୋଗାଇଥାଏ ଓ ଜମି ଜମାର ପରିଚାଳନ।,ନକ୍ସା ପ୍ରସ୍ତୁତି ଆଦି କରିଥାଏ । ତହସିଲଦାର ଏହି ଅଫିସର ମୁଖ୍ୟ ଅଧିକାରୀ ଅଟନ୍ତି । ତହସିଲଦାରଙ୍କୁ କାର୍ଯ୍ୟରେ ଅତିରିକ୍ତ ତହସିଲଦାର,ରାଜସ୍ୱ ନିରୀକ୍ଷକ,ଅମିନ,କିରାଣୀ,ରେକର୍ଡ କୀପର ସହଯୋଗ କରିଥାନ୍ତି ।

କ୍ରମିକ ସଂଖ୍ୟା ଅଧିକାରୀଙ୍କ ନାମ କର୍ତ୍ତବ୍ୟ
ତହସିଲଦାର ସବୁ ପ୍ରକାର କେସ ରେକର୍ଡ ଓ ପ୍ରଶାସନିକ ଦାଇତ୍ଵର ତଦାରଖ କରିବା

ଅତିରିକ୍ତ ତହସିଲଦାର ସବୁ ପ୍ରକାର କେସ ରେକର୍ଡ ଓ ପ୍ରଶାସନିକ ଦାଇତ୍ଵର ତଦାରଖ କରିବା
ରାଜସ୍ୱ ପର୍ଜ୍ୟବେକ୍ଷକ  ରାଜସ୍ୱ ଆଦାୟ
 ୪  ରାଜସ୍ୱ ନିରୀକ୍ଷକ   ରାଜସ୍ୱ ଆଦାୟ ଏବଂ ସରକାରୀ ଜମିର ରକ୍ଷଣା ବେକ୍ଷଣ
 ୫  ଅତିରିକ୍ତ ରାଜସ୍ୱ ନିରୀକ୍ଷକ  ରାଜସ୍ୱ ନିରୀକ୍ଷକଙ୍କୁ ରାଜସ୍ୱ ଆଦୟରେ ସହାୟକ କରିବା
 ୬  ଅମିନ ତହସିଲଦାରଙ୍କ ନିର୍ଦେଶ ମୁତବକ ପଟା ,ମ୍ୟାପ,ଜମି ଚିହ୍ନଟ ଓ ସଂଶୋଧନ କରିବା
କିରାଣୀ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ରାଜସ୍ୱ ଆଦାୟ ସମ୍ପର୍କିତ ତଥ୍ୟ ଓ ବିଲ ପ୍ରସ୍ତୁତ କରିବା
ତହସିଲ ତଥ୍ୟ
କ୍ରମିକ ନମ୍ବର ତହସିଲର ନାମ ଠିକଣା
ଯାଜପୁର ଯାଜପୁର ଟାଉନ,ଯାଜପୁର,ଓଡିଶା  ପିନ-୭୫୫୦୦୧
ଦଶରଥପୁର ଦଶରଥପୁର,ଯାଜପୁର,ଓଡିଶା,ପିନ-୭୫୫୦୧୧
ବିଞ୍ଝାରପୁର ବିଞ୍ଝାରପୁର,ଯାଜପୁର,ଓଡିଶା,ପିନ-୭୫୫୦୦୪
ବରୀ ବରୀ,ଯାଜପୁର,ଓଡିଶା,ପିନ-୭୫୫୦୦୩
ରସୁଲପୁର ରସୁଲପୁର,ଯାଜପୁର,ଓଡିଶା,ପିନ-୭୫୫୦୦୯
ଧର୍ମଶାଳା ଧର୍ମଶାଳା,ଯାଜପୁର,ଓଡିଶା,ପିନ-୭୫୫୦୦୮
ଦର୍ପଣ ଦର୍ପଣ,ଯାଜପୁର,ଓଡିଶା,ପିନ-୭୫୫୦୨୪
ବ୍ୟାସନଗର ବ୍ୟାସନଗର,ଯାଜପୁର,ଓଡିଶା,ପିନ-୭୫୫୦୧୯
ଦାନଗଦି ଦାନଗଦି,ଯାଜପୁର,ଓଡିଶା,ପିନ-୭୫୫୦୨୬
୧୦ ସୁକିନ୍ଦା ସୁକିନ୍ଦା,ଯାଜପୁର,ଓଡିଶା,ପିନ-୭୫୫୦୧୮