ପର୍ଯ୍ୟଟନ ସ୍ଥଳ

ମା' ଚଣ୍ଡୀ, ଚଣ୍ଡୀଖୋଲ

ଚଣ୍ଡୀଖୋଲ ଚଣ୍ଡୀ ମନ୍ଦିର

ଚଣ୍ଡୀଖୋଲ ଯାଜପୁର ଜିଲ୍ଲାର ଏକ ବାଣିଜ୍ୟ ପେଣ୍ଠ ଅଟେ । ଏହି ସ୍ଥାନଟି ଦେବୀ ଚଣ୍ଡୀ ମନ୍ଦିର,ମହାବିନୟାକ ମନ୍ଦିର ଓ ଭିକାରି ବାବା ଭ୍ୟରବ।ନନ୍ଦ ଙ୍କ ମନ୍ଦିର…

ସୁକିନ୍ଦା ଠାରେ ଅବସ୍ଥିତ ଅଶୋକଝର ଝରଣା

ଅଶୋକଝର ଝରଣା

ଅଶୋକଝର ସୁକିନ୍ଦା ଠାରୁ 8 କି ମି । ଏହା ଏକ ପିକ୍ନିକ କ୍ଷେତ୍ର। ପାଖରେ ଏକ ଝରଣା ଅଛି। ଯୋଗାଯୋଗ -ଜିଲ୍ଲା ପରୟତନ ଅଧିକାରୀ -ଯାଜପୁର-୭୫୫୦୦୧

ରତ୍ନଗିରି ରର ମୁଖ୍ୟ ଦ୍ଵାର , ଯାଜପୁର

ରତ୍ନଗିରି

ରତ୍ନଗିରିଠାରେ ପ୍ରତ୍ନତତ୍ଵ ସମ୍ବଦ୍ଧୀୟ ସଂଗ୍ରହାଳୟ ଅଛି । ଏଠାରେ ପ୍ରାଚୀନ ବୁଦ୍ଧ ଧର୍ମର ବିଭିନ୍ନ ମୂର୍ତ୍ତିମାନ ଅବସ୍ଥାପିତ ଅଛି ।

ମା' ବିରାଜ , ବିରଜାକ୍ଷେତ୍ର, ଯାଜପୁର

ବିରଜା କ୍ଷେତ୍ର

ବିରଜା କ୍ଷେତ୍ର ଏକ ପୁରାତନ ହିନ୍ଦୁ ମନ୍ଦିର ଯାଜପୁର ଜିଲ୍ଲାର ଯାଜପୁର ଟାଉନ ରେ ଅବସ୍ଥିତ । ଏହି ମନ୍ଦିର ତ୍ରୟୋଦଶ ଶତାଦ୍ଦୀ ରେ ନିର୍ମିତ ହୋଇଥିଲା…