ବନ୍ଦ କରନ୍ତୁ

ଅଶୋକଝର ଝରଣା

ଅଶୋକଝର ସୁକିନ୍ଦା ଠାରୁ 8 କି ମି । ଏହା ଏକ ପିକ୍ନିକ କ୍ଷେତ୍ର। ପାଖରେ ଏକ ଝରଣା ଅଛି। ଯୋଗାଯୋଗ -ଜିଲ୍ଲା ପରୟତନ ଅଧିକାରୀ -ଯାଜପୁର-୭୫୫୦୦୧

ଫଟୋ ଗାଲେରୀ

  • ଅଶୋକଝର ଝରଣା
  • ଅଶୋକଝର ଝରଣା
  • ଅଶୋକଝର ଝରଣା, ସୁକିନ୍ଦା

କିଭଳି ପହଁଞ୍ଚିବେ :

ବିମାନ ମାର୍ଗରେ

ଭୁବନେଶ୍ବର 120 କି ମି

ରେଳଗାଡ଼ିରେ

ଯାଜପୁର ରୋଡ- 30 କି ମି

ସଡ଼କ ପଥରେ

ସୁକିନ୍ଦା- 8 କି ମି