ବନ୍ଦ କରନ୍ତୁ

ବିରଜା କ୍ଷେତ୍ର

ବିରଜା କ୍ଷେତ୍ର ଏକ ପୁରାତନ ହିନ୍ଦୁ ମନ୍ଦିର ଯାଜପୁର ଜିଲ୍ଲାର ଯାଜପୁର ଟାଉନ ରେ ଅବସ୍ଥିତ । ଏହି ମନ୍ଦିର ତ୍ରୟୋଦଶ ଶତାଦ୍ଦୀ ରେ ନିର୍ମିତ ହୋଇଥିଲା । ଏହି ମନ୍ଦିରରେ ମା ଦୂର୍ଗା ବିରଜା ନାମରେ ପୂଜା ପାଇଥାନ୍ତି । ଏଠାରେ ଓଡିଆ , ଇଂରାଜି, ହିନ୍ଦୀ ପ୍ରଚଳିତ ଭାଷା ଅଟେ ।

ଫଟୋ ଗାଲେରୀ

  • ମା' ବିରଜା, ଯାଜପୁର
  • ବିରଜା ମନ୍ଦିର
  • ବିରାଜ ମନ୍ଦିର ର ମୁଖ୍ୟ ଦ୍ଵାର

କିଭଳି ପହଁଞ୍ଚିବେ :

ବିମାନ ମାର୍ଗରେ

ନିକଟତସ୍ଥ ବିମାନ ବନ୍ଦର- ଭୁବନେଶ୍ବର - ୧୨୫ କି . ମି

ରେଳଗାଡ଼ିରେ

ନିକଟତସ୍ଥ ରେଳ ଷ୍ଟେସନ- ଯାଜପୁର ରୋଡ - ୩୦ କି ମି

ସଡ଼କ ପଥରେ

ଯାଜପୁର ଟାଉନରୁ ବିରଜା ମନ୍ଦିର ୫ କି.ମି.