ବିରଜା କ୍ଷେତ୍ର
ବିରଜା କ୍ଷେତ୍ର ଏକ ପୁରାତନ ହିନ୍ଦୁ ମନ୍ଦିର ଯାଜପୁର ଜିଲ୍ଲାର ଯାଜପୁର ଟାଉନ ରେ ଅବସ୍ଥିତ । ଏହି ମନ୍ଦିର ତ୍ରୟୋଦଶ ଶତାଦ୍ଦୀ ରେ ନିର୍ମିତ ହୋଇଥିଲା । ଏହି ମନ୍ଦିରରେ ମା ଦୂର୍ଗା ବିରଜା ନାମରେ ପୂଜା ପାଇଥାନ୍ତି । ଏଠାରେ ଓଡିଆ , ଇଂରାଜି, ହିନ୍ଦୀ ପ୍ରଚଳିତ ଭାଷା ଅଟେ ।
ଫଟୋ ଗାଲେରୀ
କିଭଳି ପହଁଞ୍ଚିବେ :
ବିମାନ ମାର୍ଗରେ
ନିକଟତସ୍ଥ ବିମାନ ବନ୍ଦର- ଭୁବନେଶ୍ବର - ୧୨୫ କି . ମି
ରେଳଗାଡ଼ିରେ
ନିକଟତସ୍ଥ ରେଳ ଷ୍ଟେସନ- ଯାଜପୁର ରୋଡ - ୩୦ କି ମି
ସଡ଼କ ପଥରେ
ଯାଜପୁର ଟାଉନରୁ ବିରଜା ମନ୍ଦିର ୫ କି.ମି.