ରତ୍ନଗିରି
ରତ୍ନଗିରିଠାରେ ପ୍ରତ୍ନତତ୍ଵ ସମ୍ବଦ୍ଧୀୟ ସଂଗ୍ରହାଳୟ ଅଛି । ଏଠାରେ ପ୍ରାଚୀନ ବୁଦ୍ଧ ଧର୍ମର ବିଭିନ୍ନ ମୂର୍ତ୍ତିମାନ ଅବସ୍ଥାପିତ ଅଛି ।
ଫଟୋ ଗାଲେରୀ
କିଭଳି ପହଁଞ୍ଚିବେ :
ବିମାନ ମାର୍ଗରେ
ଭୁବନେଶ୍ଵର ବିମାନବନ୍ଦର ଠାରୁ ୯୦ କି.ମି.
ରେଳଗାଡ଼ିରେ
ଧାନମଣ୍ଡଳ ଷ୍ଟେସନ ଠାରୁ ୨୫ କି.ମି.
ସଡ଼କ ପଥରେ
ଚଣ୍ଡୀଖୋଲ ଠାରୁ ୨୦ କି.ମି.