ବନ୍ଦ କରନ୍ତୁ

ରତ୍ନଗିରି

ରତ୍ନଗିରିଠାରେ ପ୍ରତ୍ନତତ୍ଵ ସମ୍ବଦ୍ଧୀୟ ସଂଗ୍ରହାଳୟ ଅଛି । ଏଠାରେ ପ୍ରାଚୀନ ବୁଦ୍ଧ ଧର୍ମର ବିଭିନ୍ନ ମୂର୍ତ୍ତିମାନ ଅବସ୍ଥାପିତ ଅଛି ।

ଫଟୋ ଗାଲେରୀ

  • ରତ୍ନଗିରି ର ମୁଖ୍ୟ ଦ୍ଵାର
  • ରତ୍ନଗିରି ର ମୂର୍ତି
  • ବୁଦ୍ଧ ମୂର୍ତି , ରତ୍ନଗିରି

କିଭଳି ପହଁଞ୍ଚିବେ :

ବିମାନ ମାର୍ଗରେ

ଭୁବନେଶ୍ଵର ବିମାନବନ୍ଦର ଠାରୁ ୯୦ କି.ମି.

ରେଳଗାଡ଼ିରେ

ଧାନମଣ୍ଡଳ ଷ୍ଟେସନ ଠାରୁ ୨୫ କି.ମି.

ସଡ଼କ ପଥରେ

ଚଣ୍ଡୀଖୋଲ ଠାରୁ ୨୦ କି.ମି.